Könyv Abujha Ae Mana Anamika Das

Abujha Ae Mana

Szerző: Anamika Das
Nyelv: Orija
Kötés: Puha kötésű
Elérhetőség: Beszállítói készleten
Küldés 14-21 napon belül
4 840 Ft
"ଅବୁଝା ଏ ମନ" ବୁଝିବାକୁ ବହୁ ଚେଷ୍ଟା କଲି              କେହି କହିବେନି ଗୋଟେ କଞ୍ଚା ହାତର କଅଁଳ ଫସଲ ବୋଲି । ଲେଖିକ...

Információk a könyvről

Szerző
Nyelv
Orija
Kötés
Könyv - Puha kötésű
Kiadva
2022
oldal
112
EAN
9781645603238
ISBN
1645603237
Enbook ID
42124356
Súly
152
Méretek
140 x 216 x 6

Teljes leírás

"ଅବୁଝା ଏ ମନ" ବୁଝିବାକୁ ବହୁ ଚେଷ୍ଟା କଲି

             କେହି କହିବେନି ଗୋଟେ କଞ୍ଚା ହାତର କଅଁଳ ଫସଲ ବୋଲି । ଲେଖିକା ସମସାମୟିକ ସମାଜ ଆଉ ସାମାଜିକ ପରିସ୍ଥିତି ପ୍ରତି ଗଭୀର ସଚେତନ । ଜଣେ ମନସ୍ତତ୍ୱ କହେ, ପାରିବାରିକ, ସାମାଜିକ କ୍ରାନ୍ତିକାରୀ ଲେଖିକା । ଆମ ତେଲ ଲୁଣ ସଂସାର ଭିତରେ ଯୋଉକଥା, ଯୋଉ ଅନୁଭୁତି ମନର ତତ୍ୱରେ ତତ୍ୱରେ ରହିଛି ଅଥଚ ତାକୁ କାହାକୁ କହିହଉନି, ବୁଝି ବି ବୁଝି ହଉନି ।

             ଅନୁଭବର ଏ କଥନ ଓ ଲିଖନର ସୁଅ ମୁହଁରେ ଲେଖିକାର ଏ ପ୍ରକାର ଅଭିନବ ଶାଖ୍ୟ ସ୍ୱରୂପ କିଏ କେମିତି ବୁଝିବ କେଜାଣି । ପ୍ରତି ଛନ୍ଦରେ ପ୍ରତି କାହାଣୀରେ ଅକୁହା କଥାର ସ୍ୱର । ବିଦଗ୍ଧ ପ୍ରାଣୋଛଳ ପ୍ରତିବଦ୍ଧତାରେ ପାଠକ ବିମୁଗ୍ଧ ହେବେ ।

             ପରିବେଶରୁ, ସମାଜରୁ, ମନର ଅଭ୍ୟନ୍ତରରୁ ପ୍ରତି ନିୟତ ଘଟି ଚାଲିଥିବା ଛୋଟ ଛୋଟ ଘଟଣାକୁ ନିଜର ସମସ୍ତ ଅନୁଭବ ଓ ଅନୁରାଗ ଦେଇ ଭାଷାର ଖୋଳପା ପିନ୍ଧାଇ ପ୍ରତୀକ ଧର୍ମୀ ଗଳ୍ପଗୁଡିଏ, ସ୍ନିଗ୍ଧ, ଶୀତଳ ଓ ଜାଦୁକରୀ ଭାଷା ପ୍ରୟୋଗରେ ଜୀବନ୍ତ କରିଛନ୍ତି ଲେଖିକା ଅନାମିକା ।

             ସେ ବଡପୁଅର ବ୍ୟଥା ହେଉ କି ଦୁହିତାର ଉତ୍ସର୍ଗୀକୃତ ମହ୍ଲାର ହେଉ ବା ଦାମ୍ପତ୍ୟର ପାର୍ଥିବତା ଭିତରେ ଅପାର୍ଥିବ ପ୍ରେମର ରହସ୍ୟ ସାବିତ୍ରୀକୁ ଚିଠିରେ ହଉ ଅଥବା ଏକ ଅଜଣା ବ୍ୟଥାରେ କିନ୍ନରର ବ୍ୟାକୁଳ ପ୍ରାଣର ବେଦନା ହଉ, ନହେଲେ ଆପଣାର ମଣିଷ ଗୁଡିକୁ ସବୁଦିନ ଲାଗି ଛାଡି ଆସିବାର ରୁଦ୍ଧ ଯନ୍ତ୍ରଣାର ଅବୁଝା ମନ ହେଉ, ସବୁଥିରେ ଲେଖିକାଙ୍କର ସୃଜନର ଆରୋହଣ, ସମାଜର ଜୀବନ ଜଞ୍ଜାଳର ଜଣା କାହାଣୀକୁ ପାଠକ ନିକଟରେ ଖୁବ୍ ସହଜରେ ପହଞ୍ଚାଇ ପାରୁଥିବା ଏଇ ଉଚ୍ଚ ମୁଲ୍ୟବୋଧକ ପ୍ରୟାସ ଲାଗି ମୁଁ ଲେଖିକାଙ୍କୁ ଧନ୍ୟବାଦ ଜଣାଉଛି ।


  • ଡଃ. କାଳିପ୍ରସାଦ ମିଶ୍ର, ରାଜ୍ୟ ମୁଖ୍ୟ କମିଶନର, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌

Azok a vásárlók, akik ezt a könyvet megvásárolták, a következőket is megvásárolták

Strawberry Summer

Melissa Brayden
5 248 Ft

specimen's apology

George Abraham
6 339 Ft
4 405 Ft

Flirty Elf

Merry Farmer
3 923 Ft