Könyv Bilambita Antardaha Ramesh Prasad Mohanty

Bilambita Antardaha

Nyelv: Orija
Kötés: Puha kötésű
Elérhetőség: Beszállítói készleten
Küldés 14-21 napon belül
5 406 Ft
ବିଗତ ଦିନମାନଙ୍କରେ ମୋର ବହୁମୂଲ୍ୟ ସମୟକୁ ଯଥାକାର୍ଯ୍ୟରେ ସଦୁପଯୋଗ କରିପାରିନଥିବାର ବେଦନାରୁ ସୃଷ୍ଟ ଛଟପଟ ମନ ଭିତରୁ ଉ...

Információk a könyvről

Nyelv
Orija
Kötés
Könyv - Puha kötésű
Kiadva
2024
oldal
104
EAN
9781645602682
ISBN
1645602680
Enbook ID
46285725
Súly
143
Méretek
140 x 216 x 6

Teljes leírás

ବିଗତ ଦିନମାନଙ୍କରେ ମୋର ବହୁମୂଲ୍ୟ ସମୟକୁ ଯଥାକାର୍ଯ୍ୟରେ ସଦୁପଯୋଗ କରିପାରିନଥିବାର ବେଦନାରୁ ସୃଷ୍ଟ ଛଟପଟ ମନ ଭିତରୁ ଉତୁରି ପଡୁଥିବା ଭାବାବେଗକୁ ଲପିବଧ କରିବା ଅର୍ଥାତ୍ ଏହା ମାଧ୍ୟମରେ ନୂତନ ପିଢ଼ିକୁ ଦିଗ୍‌ଦର୍ଶନ ଦେବାର ଲକ୍ଷ୍ୟନେଇ ଏହି ସଂକଳନ ତଥା 'ବିଳମ୍ବିତ ଅନ୍ତର୍ଦାହ'ର ଜନ୍ମ । ଏଥିରେ ସର୍ବମୋଟ ୩୭ ଗୋଟି କବିତା ସ୍ଥାନିତ ଏବଂ ଏହା ଆରମ୍ଭ ହୋଇଛି କବିତା'ବିଳମ୍ବିତ ଅନ୍ତର୍ଦାହ-୧' ଏବଂ ସମାପ୍ତ ହୋଇଛି କବିତା 'ବିଳମ୍ବିତ ଅନ୍ତର୍ଦାହ-୨' ସହିତ । ଅନ୍ୟ କବିାତ ଗୁଡିକ ମଧ୍ୟ ସେହି ଅନ୍ତର୍ଦାହରୁ ହିଁ ସୃଷ୍ଟି କିନ୍ତୁ ସେଗୁଡିକ ଭିନ୍ନ ଭିନ୍ନ ନାମ ଏବଂ ରୂପରେ ଆବିର୍ଭୁତ ।

              ଏହି ଗ୍ରନ୍ଥରେ ସ୍ଥାନିତ 'ଓଶାମୃତ' କବିତାଟି ବିଶିଷ୍ଟ ଦାର୍ଶନିକ ଓଶୋ ତଥା ଆଚାର୍ଯ୍ୟ ରଜନୀଶଙ୍କ ଏକ ଜୀବନ ଦର୍ଶନକୁ ନେଇ ରଚନା କରାଯାଇଥିବା ବେଳେ 'ଜୀବନ' କବିତାଟି ଅଜଣା ଏକ ଲେଖକଙ୍କ ଏକ ହିନ୍ଦୀ କବିାତର ଭାବାନୁବାଦ ଏବଂ ସେହିପରି 'ଯଥାର୍ଥାନୁଭବ' କବିତାଟି ଜଣେ ଇଂରାଜୀ କବି ତଥା ଜୟ ଲଭ୍‌ଲେଟ୍ କ୍ରଫୋର୍ଡଙ୍କ ଦ୍ୱାରା ରଚିତ 'ଦ ୱାର୍ଲ୍ଡ ଇଜ୍ ମାଇନ୍‌' କବିତାର ଭାବାନୁବାଦ ଅଟେ ।


Azok a vásárlók, akik ezt a könyvet megvásárolták, a következőket is megvásárolták

Brand Identity

Catharine Slade-Brooking
10 478 Ft
4 245 Ft
3 938 Ft
29 419 Ft
9 045 Ft
8 875 Ft
3 357 Ft