Könyv Nai Separira Jhia Jasobanta Sethi

Nai Separira Jhia

Szerző: Jasobanta Sethi
Nyelv: Orija
Kötés: Puha kötésű
Elérhetőség: Beszállítói készleten
Küldés 14-21 napon belül
5 550 Ft
'ନଈ ସେପାରିର ଝିଅ' ପାଣ୍ଡୁଲିପିସ୍ଥ ଗଳ୍ପଗୁଡ଼ିକର ପ୍ରସଙ୍ଗ, ଚରିତ୍ର ଓ ପରିବେଶ ଭିତରେ ରହିଛି ବିବିଧତା । ପ୍ରେମ ଏବଂ କ...

Információk a könyvről

Szerző
Nyelv
Orija
Kötés
Könyv - Puha kötésű
Kiadva
2023
oldal
134
EAN
9781645603641
ISBN
1645603644
Enbook ID
43101965
Súly
179
Méretek
140 x 216 x 8

Teljes leírás

'ନଈ ସେପାରିର ଝିଅ' ପାଣ୍ଡୁଲିପିସ୍ଥ ଗଳ୍ପଗୁଡ଼ିକର ପ୍ରସଙ୍ଗ, ଚରିତ୍ର ଓ ପରିବେଶ ଭିତରେ ରହିଛି ବିବିଧତା । ପ୍ରେମ ଏବଂ କାରୁଣ୍ୟ, ଦୁଇଟି ଅବିଭାଜ୍ୟ ରାଶି ବୋଲି ପ୍ରତିପାଦିତ କଲାପରେ ଗାଳ୍ପିକ ସ୍ୱକୀୟ ଅନ୍ୟାନ୍ୟ ଗଳ୍ପଗୁଡ଼ିକର ବିବିଧତା ଭିତରେ ସାମାଜିକ ଚିତ୍ର ଓ ଚରିତ୍ରଗୁଡ଼ିକ ପ୍ରତି ତାଙ୍କର ପ୍ରତୀକାତ୍ମକ ବ୍ୟଙ୍ଗ, ବିଦ୍ରୂପ ଓ ଶ୍ଳେଷ ସହ ନିପୀଡ଼ିତ ଜୀବନ ପ୍ରତି ଯେଉଁ ସହାନୁଭୂତି ଏବଂ ସମ୍ବେଦନଶୀଳତା ଆରୋପିଛନ୍ତି, ତାହାହିଁ ଗାଳ୍ପିକଙ୍କର ଗଳ୍ପଚେତନାର ଅଗ୍ରଗାମୀତା । 'ଅପହରଣ' ଗଳ୍ପରେ ଶିଶୁ ଲିପୁନ୍‌ର ମନସ୍ତତ୍ତ୍ୱ ଓ 'କୋଇଲି ଦେଇଛି ଚିଠି' ଗଳ୍ପରେ ଅସାର ଜୀବନ ତତ୍ତ୍ୱର ଅବତାରଣା କରୁଥିବା ଗାଳ୍ପିକ ନିଶ ଅଛି ଯାହାର, କୁକୁଡ଼ୁକୁ, ମମତାମେସ୍‌, ଶ୍ରୀରାଧାଙ୍କ ମାନଭଞ୍ଜନ, ଆପଣଙ୍କର ଚଳେ କି ପ୍ରମୁଖ ଗଳ୍ପରେ କ୍ଳେଦାକ୍ତ ଜୀବନ ପାଇଁ ବିମଳ ହାସ୍ୟର ରୋଷଣୀ ଜଳାଇ ଦେଲାବେଳେ 'ଚୁମ୍‌କୀ' ଭଳି ଏକ ହୃଦୟବିଦାରକ ଗଳ୍ପରେ ପାଠକୀୟ ମନଜଗତକୁ ପୁଣିଥରେ ସ୍ତବ୍‌ଧ ଏବଂ ବେଦନାର୍ଦ୍ର କରିଦେବେ । ଅଷ୍ଟମ ଗର୍ଭ ଏବଂ ଆଜିଠୁଁ ଲଢ଼େଇ ବନ୍ଦ ଭଳି ଗଳ୍ପମାନଙ୍କରେ ଗାଳ୍ପିକ ପ୍ରମାଣ କରିଛନ୍ତି ନିଜର ସାମାଜିକ ଏବଂ ମାନବିକ ଦାୟବଦ୍ଧତା ।

ତେବେ ଏତେ ସହଜ ନୁହେଁ 'ନଈ ସେପାରିର ଝିଅ' ପାଇଁ ନିଜେ ଗୋଟିଏ କଥା ସରିତାର ସୂଅ ପାଲଟିବା । ପୁଣି ଆହୁରି କାଠିକର ପାଠ, ପ୍ରେମିକାର ଢେଉ ଢେଉକା ଅଭଙ୍ଗା ଛବିକୁ ସୂଅ ମୁହଁର ପତର ପରି ସଯତ୍ନେ ଛାଣି ଆଣି ଶବ୍ଦର ସୈକତରେ ସମଦରଦୀ ପାଠକଙ୍କୁ ବସାଇ 'ପରିହାସେ ତୋତେ କହିଦେଲି ସିନା / ବଳିପଡ଼ିବାରୁ ବ୍ୟଥା' ନ୍ୟାୟରେ ଗପ ଗମାତରେ ହସାଇ, ରସାଇ ପୁଣି ତଟସ୍ଥ, ଚକିତ ଏବଂ ଶେଷରେ ଶୋକାପ୍ଳୁତ କରିଦେବା । ଶୀତ ଦିନମାନଙ୍କରେ ସଅଳ ମାଡ଼ିଆସୁଥିବା ସଞ୍ଜ ପାଇଁ ଯଶୋବନ୍ତଙ୍କ ପାଠକଙ୍କୁ ଅପେକ୍ଷା କରିଛି କି ଆରବ୍ୟ ରଜନୀ ପରି ଆଉ କିଛି ଆଧୁନିକ କଥାମାଳା?? ଯଦି ସତ୍ୟ ବୋଧ ହେଉଛି ତେବେ କଥାକାର ଯଶୋବନ୍ତଙ୍କ ଏକବିଂଶ ଶତାବ୍ଦୀର ନୂଆ ଗଳ୍ପ ପରୀକ୍ଷା ମାୟାରେ ପଡ଼ିବା ପାଇଁ ଚାଲନ୍ତୁ ଜଳାଇବା ଆଲ୍ଲାଦୀନ୍‌ର ତୈଳଦୀପ ।


Azok a vásárlók, akik ezt a könyvet megvásárolták, a következőket is megvásárolták

Camp Harmony

Louis Fiset
9 593 Ft
5 262 Ft

Who's Who 1897

Douglas Sladen
13 777 Ft
16 802 Ft
8 690 Ft

Rescue

Andy McNab
5 408 Ft
3 268 Ft
10 945 Ft